26.1 C
Bhubaneswar
Tuesday, September 17, 2024
Homeଓଡିଶାମଦ ବୋଝେଇ ଟ୍ରକ ଜବତ ; ୪ ଜଣଙ୍କୁ ଅଟକ

ମଦ ବୋଝେଇ ଟ୍ରକ ଜବତ ; ୪ ଜଣଙ୍କୁ ଅଟକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରୁ ଚୋରା ମଦ ଚାଲାଣ କରୁଥିବା ମଦ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ମଧ୍ୟ ରଖିଛି । ମଦ ବୋଝେଇ ଟ୍ରକ୍ ସମସ୍ତ ଅଂଚଳକୁ ଚୋରାରେ ମଦ ଚାଲାଣ କରୁଥିବା ସୂଚନା ମିଳିଛି । ଟ୍ରକରେ ଚୋରାରେ ମଦ ଚାଲାଣ ହେଉଥିବା ଖବର ପୋଲିସ ପାଇଥିଲା । ପରେ ପୋଲିସ ଟ୍ରକକୁ ପିଛା କରିବା ପରେ ଟ୍ରକକୁ ଜବତ କରିଥିଲା । କେଉଁଠିକି ମଦ ଚାଲାଣ ହେଉଥିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବାରମ୍ବାର ଚୋରା ମଦ ଚାଲାଣକାରୀ ଗିରଫ ହେଲେ ମଧ୍ୟ ମଦ ବୋଝେଇ ଟ୍ରକ୍ ଜବତ କରୁଛି ପୋଲିସ । ପୋଲିସ ଘଟଣାସ୍ଥଳରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking