32.1 C
Bhubaneswar
Saturday, June 22, 2024
Homeଓଡିଶା୧୦/୨୦ ହରିଣ ରଖିବୁ : ମେୟର

୧୦/୨୦ ହରିଣ ରଖିବୁ : ମେୟର

କଟକ : କଟକ ହରିଣ ପାର୍କରେ ୨୯୨ରୁ ରହିବେ ୧୦/୨୦ ହରିଣ । କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାସ ସିଂଙ୍କ ସୂଚନା । ହରିଣ ପାର୍କ କଟକ ମାଟିର ଐତିହ୍ୟ, ୧୦/୨୦ ହରିଣ ରଖିବୁ ବୋଲି କହିଲେ ମେୟର । ୧୯୮୧ ମସିହାରୁ ଆରମ୍ଭ ପାର୍କରେ ଏବେ ୨୯୨ଟି ହରିଣ ଅଛନ୍ତି ।

ଘାଟିରେ ଓଲଟିଲା ଟ୍ରକ୍‌; ଗାଡ଼ି ସହ ଜଳିଗଲେ ଡ୍ରାଇଭର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking