28.1 C
Bhubaneswar
Sunday, September 22, 2024
Homeଓଡିଶାକାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ : ପୁରୀ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଲାଗିରହୁଥିବାରୁ ଏହି ଲେଜର ସ୍କାନିଂ କାମ କାର୍ତ୍ତିକ ମାସ ପରେ ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking