26.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଔଷଧ ଅଭାବ: ୨୪ ଘଣ୍ଟାରେ ୨୪ ମୃତ !

ଔଷଧ ଅଭାବ: ୨୪ ଘଣ୍ଟାରେ ୨୪ ମୃତ !

ମହାରାଷ୍ଟ୍ର : ମହାରାଷ୍ଟ୍ର ନାନ୍ଦେଡ଼୍ ହସ୍ପିଟାଲରେ ଅଭାବନୀୟ ଘଟଣା। ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ରହିଛନ୍ତି। ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଛତ୍ରପତି ଶାମ୍ଭାଜୀନଗର ଜିଲ୍ଲା ନାନ୍ଦେଡ଼ ସ୍ଥିତ ଡକ୍ଟର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏଭଳି ଉଦବେଗଜନକ ଘଟଣା ଘଟିଛି। ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସମେତ ୨୪ ଜଣଙ୍କ ଜୀବନ ଯାଇଛି । ୭୦ ଜଣ ଏବେବି ଗୁରୁତର ଅଛନ୍ତି । ବିଶେଷତଃ ଦୁର୍ଘଟଣା, ହୃଦଘାତ, ସାପ କାମୁଡ଼ା ଓ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking