32.1 C
Bhubaneswar
Friday, October 18, 2024
Homeଅପରାଧଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ରେଢାଖୋଲ : ମାରି ଫିଙ୍ଗିଦେଲେ। ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର ଜିଆରଏସ୍ ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି। ଧାତୁକିମାଳ ଛକରେ ମାରି ପକାଇ ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking