27.1 C
Bhubaneswar
Friday, October 18, 2024
Homeଓଡିଶାଭୁବନେଶ୍ୱର୧୬ ତାରିଖ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଛୁଟି

୧୬ ତାରିଖ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଛୁଟି

ଭୁବନେଶ୍ୱର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ୩ୟ ରଜ(ଭୂଦାହ) ପାଇଁ ଜୁନ୍‌ ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ୍‌ ୧୪ ଓ ୧୫ ତାରିଖ ମଧ୍ୟ ସରକାରୀ ଛୁଟି ରହିଛି ।

ରାଜସ୍ୱ ଆୟୁକ୍ତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଦିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସ୍ଥାନୀୟ ସରକାରୀ ଛୁଟି ଘୋଷଣା କରିଥାନ୍ତି । ଏହି ଆଧାରରେ ଆଗାମୀ ୧୬ ତାରିଖକୁ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking