25.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଝଟକିଲା କାଶୀ ବିଶ୍ବନାଥ ମନ୍ଦିର

ଝଟକିଲା କାଶୀ ବିଶ୍ବନାଥ ମନ୍ଦିର

ଉତ୍ତରପ୍ରଦେଶ: ସୁନାରେ ଚମକିଲା କାଶୀ ବିଶ୍ବନାଥ ଧାମ ।ବାବା ବିଶ୍ବନାଥ ମନ୍ଦିର ଏବେ ସ୍ବର୍ଣ୍ଣି ମଣ୍ଡିତ ଦରବାର ରୂପାନ୍ତରିତ ହୋଇଛି ।ଜଣେ ଗୂପ୍ତ ଦାନଦାତାଙ୍କ ଦାନ ଯୋଗୁଁ ୬୦ କିଲୋ ସୁନାରେ ମନ୍ଦିର ଏବେ ସଂପୂର୍ଣ୍ଣ ରୂପରେ ସୁନା ଛାଉଣିରେ ବୁଡ଼ି ସାରିଛି । ମନ୍ଦିରର ଉଭୟ ଗର୍ଭଗୃହ ଓ ବାହ୍ୟଗୃହରେ ସୁନାର ଛାଉଣି କରାଯାଇଛି  ।ଏହି ସୁନା ଛାଉଣି କାମ ଶେଷ ହେବାକୁ ପ୍ରାୟ ୬ ମାସ ସମୟ ଲାଗିଥିଲା । ପରେ ଦ୍ବିତୀୟ ପର୍ଯ୍ୟାୟରେ ମନ୍ଦିରର ବାହ୍ୟ ଗୃହରେ ସୁନା କାମ  ଶେଷ କରାଯାଇଛି । ଶିବରାତ୍ରୀ ସୁଦ୍ଧା ଗର୍ଭଗୃହରେ ୩୭ କିଲୋ ସୁନାକାମ ଶେଷ ହୋଇଯାଇଥିଲା, ବାହ୍ୟଭାଗରେ ୨୩ କିଲୋ ସୁନା କାମ ଶେଷ ହୋଇଛି। ଏଥି ସହିତ ୪ଗେଟ୍ ରେ ମଧ୍ୟ ଛାଉଣି କରାଯାଇଛି । ସୁନା ଛାଉଣି ନଷ୍ଟ ନହେବା ପାଇଁ ଏହା ଉପରେ ପାରର୍ଦଶୀ ପ୍ଲାଷ୍ଟିକ୍ ପରଦ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking