36.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗକର୍ଣ୍ଣାଟକରେ ଗୋ ହତ୍ୟା ରୋକିବା ନେଇ ପାରିତ ହେଲା ବିଲ

କର୍ଣ୍ଣାଟକରେ ଗୋ ହତ୍ୟା ରୋକିବା ନେଇ ପାରିତ ହେଲା ବିଲ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଚର୍ଚ୍ଚିତ  ଗୋ ହତ୍ୟା ରୋକିବା ପାଇଁ ଆଜି ବିଲ କର୍ଣ୍ଣାଟକ ପ୍ରେଭେଂସନ୍ ଅଫ୍ ସ୍ଲେଟର୍ ଏଣ୍ଡ ପ୍ରିଜର୍ଭେଶନ୍ ଅଫ୍ କାଟେଲ ବିଲ ୨୦୨୦ ପାରିତ ହୋଇଛି । ବିଲ ପାରିତ ସମୟରେ କଂଗ୍ରେସ ଦଳ ହଙ୍ଗାମା କରିଥିଲେ । ପରେ ଗୃହ ତ୍ୟାଗ କରିଥିଲେ । ଏ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିଆଣା, ଦିଲ୍ଲୀ, ଗୁଜୁରାଟ, ଜମୁ କାଶ୍ମୀର ରେ ଏହା ଅପରାଧିକ ଶ୍ରେଣୀ ଭୁକ୍ତ ହୋଇ ସାରିଛି । ନର୍ଥ ଇଷ୍ଟ ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ଏଥିରେ ରୋକ୍ ଲାଗିପାରି ନାହିଁ । ଏବେ କର୍ଣ୍ଣାଟକରେ ଗୋ ହତ୍ୟା ଉପରେ ପୁରା ରୋକ୍ ଲାଗିଚି । ଗାଇଙ୍କ ଉପରେ ଏବେ କୌଣସି ପ୍ରକାର ଅତ୍ୟାଚାର କରି ହେ ବ ନାହିଁ । ଏମିତି କଲେ ସେମାନଙ୍କ ପାଇଁ ଏକ ବିଶେଷ କୋର୍ଟ ବସି ବ। ସ୍ଵତନ୍ତ୍ର ଗୋ ଶା ଳ ନିର୍ମାଣ ପାଇଁ ବିଲ ରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking