28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମେ ୧୦ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ମେ ୧୦ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ପାଇଁ ତାରିଖ ଘୋଷଣା କରାଯାଇଛି । ମେ ୧୦ରେ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ତେବେ ତାରିଖ ଘୋଷଣା କରିବା ପରେ ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣବିଧି ଲାଗୁ ହେବ । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମେ ୨୪ ତାରିଖରେ କ୍ଷମତାରେ ଥିବା ବାସବରାଜ ବୋମାଇ ସରକାରଙ୍କ କାର‌୍ୟ୍ୟକାଳ ସରୁଛି । ଏହାପୂର୍ବରୁ ରାଜ୍ୟରେ ନିର୍ବାଚନ ହେବା ଜରୁରୀ, ତେଣୁ । ତାରିଖ ଘୋଷଣା କରୁଛନ୍ତି ସିଇସି ରାଜୀବ କୁମାର । ୨୨୪ ବିଧାନସଭା ନିର୍ବାଚନ ଆସନ ପାଇଁ ଭୋଟ ଦେବେ ୫ଲକ୍ଷ ୨୧ହଜାର ଭୋଟର । ମେ ୧୩ରେ କର୍ଣ୍ଣାଟକ ଗଣତି କରାଯିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking