33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଜୁଲାଇ-ସେପ୍ଟମ୍ବର ରିପୋର୍ଟ: ଏସ୍‌ବିଆଇର ଲାଭ ୧୩,୨୬୫ କୋଟି

ଜୁଲାଇ-ସେପ୍ଟମ୍ବର ରିପୋର୍ଟ: ଏସ୍‌ବିଆଇର ଲାଭ ୧୩,୨୬୫ କୋଟି

ନୂଆଦିଲ୍ଲୀ : ଚଳିତବର୍ଷର ଦ୍ୱିତୀୟ ତୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ୧୩,୨୬୫ କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ଏହା ୨୦୨୧-୨୨ ଆର୍ôଥକବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୭୪ ପ୍ରତିଶତ ଅଧିକ ବୋଲି କୁହାଯାଇଛି । ଚଳିତ ତ୍ରୈମାସିକରେ ଏସ୍‌ବିଆଇ ମୋଟ ୮୮,୭୩୪ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି । ଏସ୍‌ବିଆଇ ଗତବର୍ଷ ଏହି ସମୟରେ ୭୬୨୭ କୋଟି ଟଙ୍କା ଲାଭ କରିଥିଲା । ଇତିମଧ୍ୟରେ ଏସ୍‌ବିଆଇର ନେଟ୍ ଇଣ୍ଟ୍ରେଷ୍ଟ ଇନ୍‌କମ୍ ୧୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ବ୍ୟାଡ୍ ଲୋନ୍ (ପରିଶୋଧ ହୋଇନଥିବା ଋଣ) ପରିମାଣରେ ୧.୫୨ରୁ ୦.୮୦ ପ୍ରତିଶତକୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking