ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର-ଅନନ୍ତନାଗ ହାଇୱେରେ ଦୁର୍ଘଟଣା ଘଟି ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଗୋରୀପୋରା ବାରସୁ ନିକଟରେ ହୋଇଛି । ମୃତକମାନେ ଝାଡ଼ଖଣ୍ଡର ଲକ୍ଷ୍ମଣ ଦେଶରୀ ଓ ମଧ୍ୟ ପ୍ରଦେଶର ସୁମନ ଦେବୀ ଭାବେ ଚିହ୍ନଟ ହୋଇଛନ୍ତି ।