31.1 C
Bhubaneswar
Sunday, May 19, 2024
Homeଓଡିଶାଶିଶୁ କନ୍ୟାକୁ ଅସଦାଚରଣ, ନାବାଳକ ଗିରଫ

ଶିଶୁ କନ୍ୟାକୁ ଅସଦାଚରଣ, ନାବାଳକ ଗିରଫ

ଯାଜପୁର : କଳି ଯୁଗ ଶେଷରେ ଘୋର ପାପ ଅନ୍ୟାୟ ଅନୀତି ଅସମ୍ଭବ ଘଟଣାମାନ ଘଟିବ ନୀତି ନିୟମକୁ ଭୁଲି ଯିବେ ଅଘଟଣ ଘଟଣାମାନ କରି କ୍ଷୟ ଯିବେ ଏଭଳି ଘଟଣା ଘଟିଛି ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ l ଜଣେ ମା କ୍ଷୀର ଛାଡି ନ ଥିବା ଶିଶୁ କନ୍ୟାକୁ 15.ବର୍ଷ ନାବାଳକ କୁକର୍ମ କରି ଗିରଫ ହୋଇଛି l ଖବରରୁ ଜଣାଯାଇଛି ଯେ ମା ଘରେ ନ ଥିବା ବେଳେ ଏହାର ସୁଯୋଗ ନେଇ ଜଣେ ନା ବାଳକ କୁକର୍ମ କରିଥିଲା l ଶିଶୁ କନ୍ୟାର ଚିତ୍କାର ଶୁଣି ମା ଆସି ଦେଖି ହତବାକ ହୋଇଥିଲା l କୁନି ଝିଅକୁ ଉଦ୍ଧାର କରିଥିଲାl ଏହା ଏକ ସଂମ୍ବଦେନଘଟଣା ସୁକିନ୍ଦା ପୋଲିସରେ ଅଭିଯୋଗ ହେବରୁ ପୋଲିସ ତତକ୍ଷଣlତେ ତଦନ୍ତ କରି ଏକ ମାମଲା ରୁଜୁ କରିଛି l କେଶ ନଂ 152/21ରେ ଦଫା 376 ପସ୍କ ଆଇନ ଅନୁ ସାରେ ନାବାଳକକୁ ଗିରଫ କରି ଉଭୟଙ୍କୁ ଡାକ୍ତରୀ ମଇନା କରି ଗିରଫ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟକୁ ପଠାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking