26.1 C
Bhubaneswar
Tuesday, October 22, 2024
Homeଓଡିଶାଲାଞ୍ଚୁଆ ଡାକ୍ତରଙ୍କୁ ଜେଲ୍‌

ଲାଞ୍ଚୁଆ ଡାକ୍ତରଙ୍କୁ ଜେଲ୍‌

କଟକ : ଲାଞ୍ଚ ନେଇ ଧରାପଡିଥିବା ଡାକ୍ତରଙ୍କୁ ୨ ବର୍ଷ ଜେଲ୍ । ଡାକ୍ତର କରୁଣାକର ରାଉତଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ । ୨୦୧୩ରେ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିଥିଲେ । ଯାଜପୁର ମଧୁବନରେ କାର୍ଯ୍ୟରତ ଥିବା ବେଳେ ଧରାପଡିଥିଲେ । ଜଣେ କର୍ମଚାରୀଙ୍କ ଛୁଟିକୁ ନିୟମିତ କରିବାକୁ ଲାଞ୍ଚ ନେଉଥିଲେ । ଏବେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ଡାକ୍ତର କରୁଣାକର ।

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ କେସର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking