26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଜେଲ୍ ଦଣ୍ଡାଦେଶ

ବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଜେଲ୍ ଦଣ୍ଡାଦେଶ

ପାଟନା : ପାଞ୍ଚବର୍ଷ ପୁରୁଣା ଏକ ମାନହାନି ମାମଲାରେ ସ୍ଥାନୀୟ ଏକ ଅଦାଲତ ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ନେତା ଶିବାନନ୍ଦ ତିୱାରୀଙ୍କୁ ବୁଧବାର ଦୋଷୀସାବ୍ୟସ୍ତ କରିଥିବାବେଳେ ଏକବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିଚାରପତି ଏଥିସହିତ ଶିବାନନ୍ଦଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି ।

ତେବେ ରାୟ ପ୍ରକାଶ ପରେ ବିଚାରପତି ଶିବାନନ୍ଦଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଉପରିସ୍ଥ ଅଦାଲତର ଦ୍ୱାରସ୍ଥ ହେବାକୁ ୩୦ ଦିନ ସମୟ ଦେଇଛନ୍ତି । ବର୍ତ୍ତମାନ ନୀତୀଶଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସଞ୍ଜୟ କୁମାର ଝା ୨୦୧୮ରେ ଶିବାନନ୍ଦଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାଏର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking