27.1 C
Bhubaneswar
Monday, December 23, 2024
Homeଓଡିଶାପଶ୍ଚିମବଙ୍ଗର ୭ ଜିଲ୍ଲାରେ ଇଣ୍ଟର୍‌ନେଟ୍ ବ୍ୟବହାରରେ ପ୍ରତିବନ୍ଧ

ପଶ୍ଚିମବଙ୍ଗର ୭ ଜିଲ୍ଲାରେ ଇଣ୍ଟର୍‌ନେଟ୍ ବ୍ୟବହାରରେ ପ୍ରତିବନ୍ଧ

କୋଲକାତା: ପଶ୍ଚିମବଙ୍ଗ ସରକାର ୭ ଜିଲ୍ଲାରେ ଆଠ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଗୃହ ଓ ଜଙ୍ଗଲର ବିଭାଗର ଅତିରିକ୍ତ ଶାସନ ସଚିବ ଏକ ବିବୃତ୍ତିରେ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଇଣ୍ଟର୍‌ନେଟ୍ ବ୍ୟବହାର କରାଯାଇ ବେଆଇନ କାର‌୍ୟ୍ୟକଳାପ କରାଯାଉଥିବାରୁ ଏହି ସେବାକୁ ୭ ଜିଲ୍ଲାରେ ବନ୍ଦ କରି ଦିଆଯାଇଛି । ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, କୋଚବେହାର, ଜାଲପାଇଗୁରୀ, ବିରବୁମ୍ ଏବଂ ଦାର୍ଜିଲିଂ ଆଦି ଜିଲ୍ଲାରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ମାର୍ଚ୍ଚ ୭ରୁ ୯, ୧୧, ୧୨, ୧୫ ଏବଂ ୧୬ ତାରିଖ ଦିନ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିବାବେଳେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩.୧୫ ପର‌୍ୟ୍ୟନ୍ତ ଏହି ନିଷେଧାଦେଶ ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking