27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଯାନ୍ତ୍ରିକ ତ୍ରୁଟି ହେତୁ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କଲା ଇଣ୍ଡିଗୋ

ଯାନ୍ତ୍ରିକ ତ୍ରୁଟି ହେତୁ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କଲା ଇଣ୍ଡିଗୋ

ନୂଆଦିଲ୍ଲୀ : ଇଣ୍ଡିଗୋ ଏଆରଲାଇନ୍ସର ଏକ ବିମାନ, ଜୟପୁରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ବେଳେ ସୋମବାର ଦିନ ଯାନ୍ତ୍ରିକ ତ୍ରୁଟି ହେତୁ ଜୟପୁରକୁ ଫେରିଥିଲା। ତେବେ ବିମାନଟି ସୋମବାର ଦିନ ଏହି ଜୟପୁର-କୋଲକାତା ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଵୈଶ୍ୟୟିକ ତ୍ରୁଟି ଯୋଗୁ ଏହି ବିମାନ ପୁଣିଥରେ ଜୟପୁରକୁ ଫେରିଥିଲା। ଏଥିରେ ପ୍ରାୟ ୧୫୦ରୁ ଅଧିକ ଯାତ୍ରୀ ଥିଲେ। ସୋମବାର ସନ୍ଧ୍ୟାରେ ଏହି ବିମାନ ସନ୍ଧ୍ୟା ୮:୨୫ରେ ବିଳମ୍ବିତ ଟେକ ଅଫ କରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ସେହି ସମୟରେ ମାନକ ଅପରେଟିଂ ପ୍ରଣାଳୀ ପାଳନ କରି ପାଇଲଟ ଜୟପୁରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। | ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ବିମାନଟି ଜୟପୁର ବିମାନ ବନ୍ଦରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ଆବଶ୍ୟକ ମରାମତି ପାଇଁ ପଠାଯାଇଛି। ତେବେ ଏହାପରେ ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ଇଣ୍ଡିଗୋ ଯୋଗୁ ହୋଇଥିବା ଅସୁବିଧା ପାଇଁ ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking