29.1 C
Bhubaneswar
Tuesday, February 10, 2026
Homeଓଡିଶାବିଚ୍ ରାସ୍ତାରେ କୋଷ୍ଟଗାର୍ଡ ଡିଇଆଜିଙ୍କୁ ଦୁର୍ବ୍ୟବହାର

ବିଚ୍ ରାସ୍ତାରେ କୋଷ୍ଟଗାର୍ଡ ଡିଇଆଜିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ବିଚ୍ ରାସ୍ତା ଓପରେ ଭାରତୀୟ କୋଷ୍ଟଗାର୍ଡ ଡିଇଆଜି ଏସ୍.ଆର୍. ଦାସଙ୍କୁ ଦୁର୍ବ୍ୟବହାର । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟରେ ୨ ଜଣ ନିଶାସକ୍ତ ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତରାତିରେ ସେ ତାଙ୍କ ପରିବାର ସହ କାରରେ ଆସୁଥିବା ବେଳେ, ଏକ ଟ୍ରାଫିକ ପୋଷ୍ଟ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନୟାପଲ୍ଲୀ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking