25.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ ୱାର୍ଡରୁମ୍ ଓ ଭୋଜନ କକ୍ଷରେ କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟ୍ ପିନ୍ଧିବେ ଭାରତୀୟ ନୗସେନା କର୍ମଚାରୀ

 ୱାର୍ଡରୁମ୍ ଓ ଭୋଜନ କକ୍ଷରେ କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟ୍ ପିନ୍ଧିବେ ଭାରତୀୟ ନୗସେନା କର୍ମଚାରୀ

ନୂଆଦିଲ୍ଲୀ : ଭାରତୀୟ ନୗସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୗସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୗସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ ଭୋଜନ କକ୍ଷରେ କାମ କରୁଥିବା କମର୍ଚାରୀ ଏହି ପୋଷାକ ପିନ୍ଧିପାରିବେ। ଏହି ଡ୍ରେସ କୋଡରେ କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟ୍ ରହିଛି । କୁର୍ତ୍ତାର ରଙ୍ଗ ଆକାଶ ନୀଳ ରହିଛି । ପ୍ୟାଣ୍ଟର ରଙ୍ଗ ଧଳା ଏବଂ ଜାକେଟର ରଙ୍ଗ ଗାଢ଼ ନୀଳ ରହିଛି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଗ୍ରେଡର ହରଦୀପ ସିଂ ସୋହି ଏହି ପାରମ୍ପରିକ ପୋଷାକର ଫୋଟ ଶେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking