29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶ୭ ଅନୁପ୍ରବେଶକାରୀଙ୍କୁ ନିହତ କଲା ଭାରତୀୟ ସେନା

୭ ଅନୁପ୍ରବେଶକାରୀଙ୍କୁ ନିହତ କଲା ଭାରତୀୟ ସେନା

ଜମ୍ମୁ-କଶ୍ମୀର: ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଫେବ୍ରୁଆରି ୪-୫ ରାତିରେ ସୀମା ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କୁ ଅଟକାଇବା ସହ ୭ ଜଣଙ୍କୁ ନିପାତ କରିଛି । ସେମାନଙ୍କ ମଧ୍ୟରେ ୨-୩ ଜଣ ପାକିସ୍ତାନୀ ସେନା କର୍ମଚାରୀ ଥିଲେ ବୋଲି ଅନୁମାନ କରାଯାଉଛି।  ପାକିସ୍ତାନୀମାନେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ‘କଶ୍ମୀର ସଂହତି ଦିବସ’ ପାଳନ କରୁଥିବା ସମୟରେ ଭାରତ ବିରୋଧୀ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ଏହି ଘଟଣା ଘଟାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking