27.1 C
Bhubaneswar
Friday, October 18, 2024
Homeଅପରାଧଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ଶାବଳରେ ଭୁସି ହତ୍ୟା କରିଛି ନୃଶଂଶ ଜ୍ୱାଇଁ । ପାରିବାରିକ କଳହରୁ ଜ୍ୱାଇଁ ହତ୍ୟା କରିଥିବା ସୂଚନା । ହତ୍ୟା ପରେ ନିଜର ଅଢେଇ ବର୍ଷର ଛୁଆକୁ ଧରି ରେଢାଖୋଲ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking