26.1 C
Bhubaneswar
Tuesday, September 17, 2024
Homeଓଡିଶାତୁରନ୍ତ ଖୋଲାଯାଉ ରତ୍ନଭଣ୍ଡାର: ବିଶ୍ୱଭୁଷଣ

ତୁରନ୍ତ ଖୋଲାଯାଉ ରତ୍ନଭଣ୍ଡାର: ବିଶ୍ୱଭୁଷଣ

ପୁରୀ: ରତ୍ନଭଣ୍ଡାର ତୂରନ୍ତ ଖୋଲାଯାଉ କହିଲେ ବିଶ୍ୱଭୁଷଣ ହରିଚନ୍ଦନ । ଛତିଶଗଡ ରାଜ୍ୟପାଳ ବିଶ୍ୱଭୁଷଶ ହରିଚନ୍ଦନଙ୍କ ପରାମର୍ଶ । ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣାଯାଉ । ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ କଣ ଅଛି ତୁରନ୍ତ ଗଣତି ହେବା ଉଚିତ । ରତ୍ନଭଣ୍ଡାରରେ ତୁରନ୍ତ ମରାମତି କରିବାକୁ ବି କହିଲେ ବିଶ୍ୱଭୁଷଣ । ମରାମତି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନେବା ଦରକାର ବୋଲି କହିଛନ୍ତି ବିଶ୍ୱଭୁଷଣ ହରିଚନ୍ଦନ । ରତ୍ନଭଣ୍ଡାର ଚାବିହଜିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୁଷଣ ହରିଚନ୍ଦନ । ୧୯୭୮ରେ ବିଶ୍ୱଭୁଷଣ ଆଇନମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking