28.1 C
Bhubaneswar
Friday, September 20, 2024
Homeଓଡିଶାନବୀନ ଓଡ଼ିଶା ଅନୁମୋଦନ ଅର୍ଥକୁ ବଣ୍ଟନରେ ପକ୍ଷପାତିତା କଲେ କୋରାଇ ସଂଗ୍ରାମ ସମିତି ଆନ୍ଦୋଳନକୁ ଓହ୍ଲାଇବ

ନବୀନ ଓଡ଼ିଶା ଅନୁମୋଦନ ଅର୍ଥକୁ ବଣ୍ଟନରେ ପକ୍ଷପାତିତା କଲେ କୋରାଇ ସଂଗ୍ରାମ ସମିତି ଆନ୍ଦୋଳନକୁ ଓହ୍ଲାଇବ

ଯାଜପୁର : ନବୀନ ଓଡିଶା ଯୋଜନା ରେ ପ୍ରତେକ ପଞ୍ଚାୟତକୁ ଉନୟନ ପାଇଁ ଆସିଥିବା ୫O ଲକ୍ଷ ଟଙ୍କା କୁ ସମାନ ଭାବେ ବଣ୍ଟନ ନକରି ବିଧାୟକ ଙ୍କ ପକ୍ଷପତିତା କରି ଯୋଜନା ର ଚିଠା କରି ଅର୍ଥ ପଦାନ କରୁ ଥିବା ର ଦେଖି ବାକୁ ମିଳୁଛି ଯୋଜନା ଗୁଡିକ ଫଳ ସ୍ପଦ ନେଇ ପ୍ରଶ୍ନ ଉଠୁଛି l ସରପଞ୍ଚ ସମିତି ସଭ୍ୟ ଓ ସଭ୍ୟା ଙ୍କ ପ୍ରପୋଜାଲ ଗ୍ରହଣ କରା ଯାଉ ନାହଁ l ଜନ ପ୍ରତି ନିଧି ଙ୍କ ପ୍ରତି ଅବିଚାର କୁ କୋରେଇ ସଂଗ୍ରାମ ସମିତି ନିନ୍ଦା କରୁଛି ମଙ୍ଗଳ ବାର କୋରେଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଅଧକ୍ଷତରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଉପସଭାପତି ଆଲୋକ ମହାନ୍ତି ସହ ସମ୍ପାଦକ ମନୋରଞ୍ଜନ ନାୟକ ଦୋଳ ଗୋବିନ୍ଦ ସେଠି ଓ ଅନ୍ୟ ସାଥିମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ରାଜ୍ୟସରକାର ଯଦି ନିର୍ବାଚନ ପୂର୍ବରୁ ପ୍ରତ୍ୟକ ଗ୍ରାମ ପଂଚାୟନ ର ଶିକ୍ଷା, ଆଲୋକ ଗମନା ଗମନ ଓ ସେହି ପଞ୍ଚାୟତ ର ମନ୍ଦିର ଗୁଡିକ ପୁର୍ଣଉଦ୍ଧାର ତଥା ଉନୟନପାଇଁ ଅର୍ଥ ଦେଇଥିବା ରେରାଜନୀତି କରଣ ନ କରି ନିରାପକ୍ଷତା ଦୃଷ୍ଟିରୁ ତୁରନ୍ତ ପଞ୍ଚାୟତ ସମିତି ବୈଠକ ଡାକି ଅଗ୍ରାଧିକାର ଭିର୍ତ୍ତି ରେ କାଯ୍ୟ ନ କଲେ କୋରାଇ ସଂଗ୍ରାମ ସମିତି ପକ୍ଷରୁ ଏଭଳି ପକ୍ଷପତିତା ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସ୍ଥାନୀୟ ପ୍ରଶାସନ ଙ୍କୁ ଚିତାବନୀ ଦେଇଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking