31.1 C
Bhubaneswar
Monday, April 6, 2026
Homeଓଡିଶାଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଧାରଣା

ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଧାରଣା

ଯାଜପୁର : ପ୍ରସ୍ତାବିତ ଯାଜପୁର ରୋଡ ଧାମରା ରେଳପଥ ପ୍ରକଳ୍ପ କୁ ତୁରନ୍ତ ମଞ୍ଜୁରୀ ଦାବିରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଗଣ ଧାରଣା ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ସବୁ ପ୍ରକାର ସୁବିଧା ଜନକ ସ୍ଥିତି ଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ଟାଳ ଟୁଲ ନୀତି ଆପନବା ଅଭିଯୋଗ ହୋଇଛି। ତୁରନ୍ତ ଏହି ପ୍ରକଳ୍ପ କୁ ମଞ୍ଜୁରୀ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking