31.1 C
Bhubaneswar
Sunday, May 19, 2024
Homeଓଡିଶାମନ୍ତ୍ରୀଙ୍କ ଉତ୍ତର ସତ୍ତ୍ୱେ ହଟ୍ଟଗୋଳ, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ମନ୍ତ୍ରୀଙ୍କ ଉତ୍ତର ସତ୍ତ୍ୱେ ହଟ୍ଟଗୋଳ, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ଶିକ୍ଷକ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉତ୍ତର । ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଆନ୍ଦୋଳନ ନେଇ ସରକାର ଅବଗତ , କାଲି ସଚିବ ଆଲୋଚନା କରିଛନ୍ତି । ବିଭାଗୀୟ ସଚିବ ଦାବି ସମ୍ପର୍କରେ ଅବଗତ , ଆଲୋଚନା ଦ୍ୱାର ଖୋଲା । ଆନ୍ତଃ ବିଭାଗର ବିଷୟବସ୍ତୁ କିଛି ରହିଥିବାରୁ ଆଲୋଚନା ଚାଲିଛି । ଆଜି ମୁଖ୍ୟ ସଚିବ ବୈଠକ ଡାକିଛନ୍ତି , ସଂଘ ସହ ଆଲୋଚନା କରିବେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ପ ର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking