31.1 C
Bhubaneswar
Friday, October 18, 2024
Homeଓଡିଶାବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା

ବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଥିବା ଖବର ଆସୁଛି। ତେବେ ପୁଣି ଏଥିରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣାର ଫର୍ଦ୍ଦ ଯୋଡି ହୋଇଯାଇଛି । ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ନିକଟରେ ଏନ୍‌ଏଚ ପାର ହେବାବେଳେ ବୃଦ୍ଧ ଦମ୍ପତିଙ୍କ ଉପରେ ଚଢିଗଲା ହାଇୱା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ହାଇୱାକୁ ଅଟକ ରଖିଛି । ତେବେ ବୃଦ୍ଧ ଦମ୍ପତିଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି । ପୋଲିସ ଅଧିକ ତଦନ୍ତ କରୁଛି ।

ଆନ୍ଧ୍ର ଭାଷା କହୁଛି ବିଜେଡି: ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking