17.1 C
Bhubaneswar
Monday, November 25, 2024
Homeଓଡିଶାକଦଳୀରେ ତିଆରି ଶେକ୍ ପିଉଛନ୍ତିକି ହୋଇପାରେ ଅସୁବିଧା ..

କଦଳୀରେ ତିଆରି ଶେକ୍ ପିଉଛନ୍ତିକି ହୋଇପାରେ ଅସୁବିଧା ..

ଭୁବନେଶ୍ୱର : କଦଳୀରେ ତିଆରି ଶେକଖାଇବାକୁ ଭାରିସୁଆଦିଆ ଲାଗେ । କିନ୍ତୁଏହାକ୍ଷତିକାରକ ବୋଲି ଜଣାପଡ଼ିଛି ।କ୍ଷୀର ଓ କଦଳୀସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।କିନ୍ତୁ କଦଳୀରେତିଆରି ଶେକ ସ୍ୱାସ୍ଥ୍ୟର କ୍ଷତି କରିପାରେ ।କ୍ଷୀର ଓ କଦଳୀରେ ଭରପୂର ମାତ୍ରାରେ ପୋଷକତ୍ୱ ଥିବାରୁ ଲୋକମାନେ ଏହାକ ସ୍ୱାସ୍ଥ୍ୟକାରୀ ବୋଲିମାନନ୍ତି ।ଏହି କାରଣରୁସମସ୍ତେ କଦଳୀରେ ତିଆରି ଶେକ ପିଇବାକୁ ପସନ୍ଦ କରନ୍ତି ।

ଜଣେ ଆୟୁର୍ବେଦର ଡାକ୍ତରକହିଛନ୍ତି ଯେ ଅନେକ ଫଳ ରହିଛି ଯେଉଁଥିରେ ସାଇଟ୍ରିକଏସିଡ଼୍ ଥାଏ ।ଏହି କାରଣରୁ ସେହି ଫଳରେକ୍ଷୀର, ସହିତ କଦଳୀମିଶାଇଲେ ହଜମ ହେବା କଷ୍ଟକର ହୋଇଥାଏ ଓ ପାଚନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଲୋକମାନେ ଅଧିକମାତ୍ରାରେ କଦଳୀ ତିଆରି ଶେକ ପିଅନ୍ତି ସେମାନଙ୍କର କୋଲେଷ୍ଟ୍ରଲ ସ୍ତରବୃଦ୍ଧି ପାଇଥାଏ ଓ ହୃଦୟ ସହିତ ଜଡ଼ିତ ସମସ୍ୟା ଦେଖାଦିଏ । ଯେପରି ଦ୍ରୁତ ହୃଦଘାତ ।ଏହି ଶେକ ପିଇବା ପରେ ଲୋକମାନଙ୍କର ଶରୀରରେ ବ୍ୟଥା ହେବାର ମଧ୍ୟ ଦେଖାଦିଏ ।କିନ୍ତୁସାଧାରଣତଃସମସ୍ତେଏହାଜାଣିପାରନ୍ତି ନାହିଁ । କଦଳୀଶେକରେ ଥିବା ପୋଷକତ୍ୱ ର କାରଣରୁଏହା ଦହିବାଲେମ୍ବୁ ପରି କାମ କରିଥାଏ ଓ ପାଚନ ସମ୍ବନ୍ଧିତସମସ୍ୟା ଦେଖା ଦେଇଥାଏ ।ଏହାବ୍ୟତୀତ ଏସିଡ଼ିଟି ହେବାର ମଧ୍ୟ ସମ୍ଭାବନାରହିଛି ।
 
https://onakhabar.com/2020/03/08/tata-sky-offers-30-days-free-subscription-with-long-term-recharge/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking