28.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ:ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ଆକସ୍ମିକ ଧନଲାଭ ହେବ । ବିଭିନ୍ନ ଦିଗରୁ ଲାଭବାନ ହେବେ । ଯଶ ,ଖ୍ୟାତି ହେବ ।
ବୃଷ:ଆଜି ରୋଜଗାରରେ ସଫଳତା ମିଳିବ । ଗୃହ ନିର୍ମାଣ ସୁଯୋଗ ଆସିପାରେ । ବନ୍ଧୁ ସହଯୋଗରେ ବିଭିନ୍ନ ସମସ୍ୟା ସମାଧାନର ବାଟ ମିଳିବ । ଆର୍ଥିକ ଅଭାବ ଦେଖା ଦେବ ।
ମିଥୁନ:ଆଜି ମାନସିକ ଅଶାନ୍ତି ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ବାଦବିବାଦ ରେ ପଡି ହଇରାଣ ହୋଇପାରନ୍ତି ।
କର୍କଟ:ଅତ୍ୟଧିକ ପରିଶ୍ରମ ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଦୈନିକ ରୋଜଗାରରେ ସଫଳତା ମିଳିବ । ବନ୍ଧୁ ସହଯୋଗ ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ସିଂହ:ଆଜି ବ୍ୟବସାୟରେ ଲାଭବାନ ହେବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ଅବସ୍ଥା ସୁଦୃଢ ହେବ । ଗୃହ, ଭୂମି ଇତ୍ୟାଦି କ୍ରୟର ସୁଯୋଗ ମିଳିବ ।
କନ୍ୟା:କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ମାନସମ୍ମାନ ବୃଦ୍ଧି ପାଇବ । ନୂତନ ଯାନବାହନ କ୍ରୟ କରିପାନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଯୋଗ ହେବ ।
ତୁଳା:ନୂତନ ରୋଜଗାର ଶୁଭାରମ୍ଭ ହେବ । ବନ୍ଧୁ ସହଯୋଗ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ମାନସମ୍ମାନ ବୃଦ୍ଧି ପାଇବ । ପାରବାରିକ ସୁଖ ବୃଦ୍ଧି ପାଇବ ।
ବିଛା:କର୍ମ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ମାନସିକ ଶାନ୍ତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ ।
ଧନୁ:ଆଜି ନୂତନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଲାଭ ବାନ ହେବେ । ଆକସ୍ମିକ ଧନ ଲାଭ ହେବ । ବନ୍ଧୁ ସହଯୋଗ ମିଳିବ ।
ମକର:ଆଜି ରୋଜଗାରରେ ସଫଳତା ମିଳିବ । ଗୃହ ନିର୍ମାଣର ସୁଯୋଗ ଆସିବ । ପରିବାର ଲୋକଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ହେବ ।
କୁମ୍ଭ:କର୍ମ କ୍ଷେତ୍ରରେ ଅସୁବିଧା ଦେଖାଯିବ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଭଲ ରହିବ ନାହିଁ । ମହିଳା ମାନେ ଧର୍ମ କାର୍ଯ୍ୟ ରେ ମନ ବଳାଇବେ ।
ମୀନ:ପରିଶ୍ରମ ଓ ପ୍ରଚେଷ୍ଟା ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ ।ଦୈନଦିନ ରୋଜଗାରରେ ସଫଳତା ମିଳିବ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking