27.1 C
Bhubaneswar
Tuesday, September 22, 2026
Homeଓଡିଶାଲଗାଣ ବର୍ଷା: ଘାଟିରେ ଭୂସ୍ଖଳନ

ଲଗାଣ ବର୍ଷା: ଘାଟିରେ ଭୂସ୍ଖଳନ

ଗଜପତି: ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ବ୍ଲକର କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ଗ୍ରାମ ନିକଟ ଦୁର୍ଗମ ପାହାଡ଼ରେ ଥିବା ଘାଟିରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଛି।ଫଳରେ ୨୦ ରୁ ଉର୍ଦ୍ଧ୍ବ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ କାଲି ଠାରୁ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି।ତେବେ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ରାସ୍ତା ସଫା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking