31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ଭୟଙ୍କର ବନ୍ୟା; ୩ଟି ସ୍ଥାନରେ ଭୂସ୍ଖଳନ, ୩୬ ମୃତ

ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା; ୩ଟି ସ୍ଥାନରେ ଭୂସ୍ଖଳନ, ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ନଦୀଗୁଡିକରେ ପ୍ରବଳ ବନ୍ୟା ଆସି ଲୋକେ ଫସିରହିଛନ୍ତି । ମୁମ୍ବାଇରୁ ସଟେ ରାୟଗଡ ଜିଲ୍ଲାର ମହାଡରେ ମୋଟ ତିନୋଟି ସ୍ତାନରେ ଭୂସ୍ଖଳନ ହୋଇଛି । ଫଳରେ ଅନେକ ଘର ଦବି ଯାଇଛି । ଯେଉଁଥିରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ସେଠିକାର ତଲଇରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାଖର ସୁତାର ବାଡିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ସ୍ଥାନରୁ ପ୍ରାୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ୩୦-୩୫ ଜଣଙ୍କ ସନ୍ଧାନ ଏବେ ବି ଜାରି ରହିଛି । ମହାଡରେ ସାବିତ୍ରୀ ନଦୀ  ବିପଦ ସଂକେତ ଉପରେ ପ୍ରବାହିତ ହୋଇ ସବୁ କିଛି ଜଳରେ ନିମଗ୍ନ କରିବାକୁ ବସିଛି । ମହାଡ ଓ ଖେଡରେ ଏନଡିଆରଏଫ ଓ କୋଷ୍ଟଗାର୍ଡଙ୍କ ସହାୟତା ନିଆଯାଉଛି । ଏବେ ଉଦ୍ଧାରକାର୍ଯ୍ୟ ପାଇଁ ନୋସେନା ଟିମ ବି ସାହାଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking