19.1 C
Bhubaneswar
Tuesday, November 19, 2024
Homeଓଡିଶାଟମାଟୋ ଫ୍ଲୁ ଆତଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

ଟମାଟୋ ଫ୍ଲୁ ଆତଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଟମାଟୋ ଫ୍ଲୁ ସୂଚନା ମିଳିବା ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟମାଟୋ ଫ୍ଲୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହା ଏକ ଭାଇରାଲ ରୋଗ । ଏହି ରୋଗ ହେଲେ ପିଲାଙ୍କ ଦେହ ସାରା ଫଳିଯିବା ସହ ଜ୍ୱର ହେବ । ପିଲାମାନେ ଖାଇବେନି ଓ ବାନ୍ତି ହେବ । ରାଜ୍ୟରେ କେତେ କେସ୍ ରହିଛି ତାହା ଜାଣିବା ପାଇଁ ସବୁ ମେଡିକାଲ କଲେଜକୁ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ଆରଏମଆରସି ଏହି ଭାଇରାଲ ଭାଇରସର ଡିଟେକସନ କରିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking