30.1 C
Bhubaneswar
Sunday, July 3, 2022
Homeଓଡିଶାକୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

ଆନ୍ଧ୍ର : କୋଟିଆରେ ପୁଣି ଥରେ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି । ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜବରଦସ୍ତ ବନ୍ଦ କଲେ । ରାସ୍ତା ଖୋଳି କାମ ଚାଲିଥିବା ବେଳେ ଆନ୍ଧ୍ର ଅଧିକାରୀ ବନ୍ଦ କରାଇଲେ । ଆନ୍ଧ୍ର ର ରାସ୍ତା କହି ବନ୍ଦ କରାଇଲେ ସାଲୁର ମଣ୍ଡଜମ ସରକାରୀ ଅଧିକାରୀ । କାମ କରାଉଥିବା ଠିକାଦାରଙ୍କ ନାଁ ରେ ସାଲୁର ରୁରାଲ ଥାନାରେ ଏତଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking