30.1 C
Bhubaneswar
Monday, May 20, 2024
Homeଓଡିଶାଆଗରୁ ଲୁଚାଛପାରେ ସେହି କାମ କରୁଥିଲେ, ଏବେ ଖୋଲାରେ କରିବେ: ମନମୋହନ

ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ, ଏବେ ଖୋଲାରେ କରିବେ: ମନମୋହନ

ଭୁବନେଶ୍ୱର: ପାଣ୍ଡିଆନଙ୍କ ଯୋଗଦାନକୁ ନେଇ ମନମୋହନ ସାମଲ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ପ୍ରଭାବ ପଡିବନାହିଁ ବୋଲି କହିଲେ ବିଜେପି ସଭାପତି ମନମୋହନ । ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ, ଏବେ ଖୋଲାରେ କରିବେ । କେତେ ଆସିଲେଣି କେତେ ଗଲେଣି କିଛି ପ୍ରଭାବ ପଡିବନି ବୋଲି କହିଲେ ମନମୋହନ ।

ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking