27.1 C
Bhubaneswar
Sunday, July 7, 2024
Homeଅପରାଧସାଙ୍ଗରେ ନେଇ ମାରିଦେଲେ

ସାଙ୍ଗରେ ନେଇ ମାରିଦେଲେ

ଭୁୁବନେଶ୍ୱର: ଧର୍ମଗଡ଼ ଜୟପାଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ । ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକଙ୍କ ସମେତ ପରିବାର ଲୋକ । ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀ ଲୋକଙ୍କ ରାସ୍ତାରୋକ । ତେବେ ଭାବାନୀପାଟଣା ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଘରୁ ପୁଅକୁ ଡାକି ନେଇ ତାକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ୬ ତାରିଖରେ ଅଭିଯୁକ୍ତ ସହ ଭବାନୀପାଟଣା ଯାଇଥିଲେ ଯୁବକ ।

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ୭ ଅଧିକାରୀଙ୍କୁ ନୂଆ ଦାୟିତ୍ବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking