15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶହରିୟାଣା ; ୫୦ ଆସନରେ ବିଜେପି ଆଗୁଆ

ହରିୟାଣା ; ୫୦ ଆସନରେ ବିଜେପି ଆଗୁଆ

ହରିୟାଣା : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। କଂଗ୍ରେସର ଏକ ତରଫା ବିଜୟ ନେଇ ଆକଳନ କରାଯାଉ ଥିବାବେଳେ ବଦଳି ଯାଇଛି ଟ୍ରେଣ୍ଡ୍। କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି। ସକାଳ ୧୧ଟା ୧୫ ରିପୋର୍ଟ ଅନୁସାରେ, ରାଜ୍ୟର ୯୦ ବିଧାନସଭା ଆସନରୁ ବିଜେପି ୫୦ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୩୪ରେ ଆଗରେ ରହିଛି। ଏହି ଟ୍ରେଣ୍ଡ୍ ପରେ ଏକଜିଟ୍ ପୋଲର ଗଣିତ ବଦଳିଯାଇଛି। କାରଣ ସାତଟି ଏକଜିଟ୍ ପୋଲର ପୂର୍ବ ଆକଳନ କରିଥିଲେ ଯେ କଂଗ୍ରେସ ହରିୟାଣାରେ ସରକାର ଗଢ଼ିବା। ଏକଜିଟ ପୋଲ୍ ଆକଳନ ଅନୁସାରେ, ହରିୟାଣର ୯୦ ଆସନରୁ କଂଗ୍ରେସ ମ୍ୟାଜିକ୍ ନଂ ୪୫ରୁ ୧୦ଟି ଆସନ ଅଧିକା ପାଇ ଅର୍ଥାତ୍ ୫୫ ଆସନ ସହ ସରକାର ଗଢିବ ଏବଂ ବିଜେପିକୁ ୨୬ଟି ଆସନ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking