34.1 C
Bhubaneswar
Saturday, May 18, 2024
Homeଅପରାଧପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା କରି ଟାଙ୍ଗି ଦେଇଥିବା ଅନୁମାନ

ପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା କରି ଟାଙ୍ଗି ଦେଇଥିବା ଅନୁମାନ

ସୁବର୍ଣ୍ଣପୁର : ଯୁବକଙ୍କୁ ମାରି ଟାଙ୍ଗିଦେଲେ!। ପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ବିନିକା ଥାନା ବିଶାଳପାଲି ଗାଁ ବିଲ ନିକଟରେ ଥିବା ପମ୍ପ ହାଉସରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ବିନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking