30.1 C
Bhubaneswar
Tuesday, October 13, 2026
Homeଓଡିଶାକୋଇଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଜଗୁଆଳିଙ୍କୁ ମାରି ଫିଙ୍ଗିଦେଲେ

କୋଇଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଜଗୁଆଳିଙ୍କୁ ମାରି ଫିଙ୍ଗିଦେଲେ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ । ଘରୋଇ କମ୍ପାନୀର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ । କୋଇଡ଼ା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗାଁରେ ଏହି ଅଘଟଣ ଘଟିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି ସନାତନ ମୁଣ୍ଡାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଗତ ରାତିରେ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି ।ସର୍ଗିଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗିରହିଥିଲା । ତେବେ ହତ୍ୟାକାଣ୍ଡର କାରଣ ଓ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking