28.1 C
Bhubaneswar
Saturday, July 27, 2024
Homeଓଡିଶାଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା  ଦିନବନ୍ଧୁ ଦାସ୍ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking