24.6 C
Bhubaneswar
Sunday, April 12, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ ; ୨ ଗୁରୁତର ଆହତ

ଗୋଷ୍ଠୀ ସଂଘର୍ଷ ; ୨ ଗୁରୁତର ଆହତ

ଆନନ୍ଦପୁର : କେନ୍ଦୁଝର ଜିଲା ଘଷିପୁରା ଥାନା ବୀରମିତ୍ରପୁର ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାରୁ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଗୋଷ୍ଠୀ ସଂଘର୍ଷରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ୩ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୃତୟନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking