ଭୁବନେଶ୍ୱର : କେଜି ୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର । ଦିଲ୍ଲୀରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଆଲୋଚନା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ । ତେଣୁ ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ ଆଣିବେ । ପଅରଦିନ ରାଜ୍ୟକୁ ପର୍ଯ୍ୟପ୍ତ ପରିମାମର ଆଳୁ ଆସିଯିବ । ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଦେବୁ । ଆଳୁ ଅଭାବ ରହିବନି,ଯେତେ ଆବଶ୍ୟକ ସେତେ ଅଣାଯିବ ।