26.1 C
Bhubaneswar
Tuesday, September 17, 2024
Homeଓଡିଶାଗ୍ୟାସ ଲିକ୍‌ରୁ ଲାଗିଲା ନିଆଁ, ୫ ଗୁରୁତର

ଗ୍ୟାସ ଲିକ୍‌ରୁ ଲାଗିଲା ନିଆଁ, ୫ ଗୁରୁତର

ଭୁବନେଶ୍ୱର: ଗ୍ୟାସ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ । ଏହି ଅଟଣରେ ୫ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଘଟଣ ଯାଜପୁରରେ ଘଟିଛି । ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୫ଜଣ ଗୁରୁତରଙ୍କ ମଧ୍ୟରୁ ୨ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଠାକୁର ଘରେ ଦୀପ ଲଗାଇବା ବେଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking