27.1 C
Bhubaneswar
Sunday, October 20, 2024
Homeଓଡିଶାକ୍ୟାପିଟାଲ ହସପିଟାଲରେ ଅଳିଆ ଚିନ୍ତା

କ୍ୟାପିଟାଲ ହସପିଟାଲରେ ଅଳିଆ ଚିନ୍ତା

ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଅଳିଆ ଗଦା ହୋଇଥିବାର ଦେଖାଦେଇଛି । ଶିଶୁ ବିଭାଗ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ। ମେଡିକାଲ ବାୟୋ ହଜାର୍ଡ ବା ଡାକ୍ତରଖାନା ଆବର୍ଜନା, ବାସିଖାଦ୍ୟ ଭଳି ଯାବତୀୟ ଅଳିଆ ରାସ୍ତା ଉପରେ ପଡ଼ି ରହିଛି। ଦୁର୍ଗନ୍ଧରେ ଫାଟି ପଡୁଛି ସ୍ଥାନୀୟ ଅଞ୍ଚଳ। ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ ଆବର୍ଜନା ଉଠାଇବାକୁ ଦାୟିତ୍ଵ ନେଇଥିବା ସଂସ୍ଥା କହିଛି ଗାଡ଼ି ଆସିଛି ଜଲଦି ଉଠାଯିବ। ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking