29.1 C
Bhubaneswar
Wednesday, April 29, 2026
Homeଓଡିଶାଗଳାକାଟିଯୁବକ ଯୁବତୀଙ୍କୁ ହତ୍ୟା ଉଦ୍ୟମ

ଗଳାକାଟିଯୁବକ ଯୁବତୀଙ୍କୁ ହତ୍ୟା ଉଦ୍ୟମ

ଯାଜପୁର: ଯାଜପୁରରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ-ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପାଣିକୋଇଲି ଥାନା ମାଳହାଟ ନିକଟରୁ ଯୁବକ-ଯୁବତୀ ଉଦ୍ଧାର। ଯୁବକ-ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକ-ଯୁବତୀ ଯାଜପୁର ଜିଲ୍ଲାର କୋରେଇ ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛିଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିକିଏ ଏବଂ କାହିଁକି ହତ୍ୟା ଉଦ୍ୟମ କରିଥିଲା ଏପର୍ଯ୍ୟନ୍ତ ଜଣାପଡିନାହିଁଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking