27.1 C
Bhubaneswar
Sunday, July 7, 2024
Homeଅପରାଧସମଲିଙ୍ଗୀ ସଂପର୍କ ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା

ସମଲିଙ୍ଗୀ ସଂପର୍କ ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା

ଖୋର୍ଦ୍ଧା : ଜଙ୍ଗିଆ ଥନା ଶଗଡଭଙ୍ଗାରେ ସାଙ୍ଗକୁ ମାରିବା ଘଟଣା । ଯାଜପୁରରୁ ଅଭିଯୁକ୍ତ ଯୁବକ ସୋମନାଥ ଲାଠକୁ ଧରିଲା ପୋଲିସ । ଗତ ୨ରେ ସାଙ୍ଗ ରଶ୍ମୀରଞ୍ଚନ ବଳିୟାରସିଂଙ୍କୁ ହତ୍ୟା କରିଥିଲା ସୋମନାଥ । ସମଲିଙ୍ଗୀ ସଂପର୍କକୁ ନେଇ ରଶ୍ମୀକୁ ପିଟିପିଟି ହତ୍ୟା କରି ପଳାଇଥିଲା । ରଶ୍ମୀଙ୍କୁ ଜଣେ ଯୁବତୀ ପସନ୍ଦ କରିବାରୁ ଉତ୍‌କ୍ଷୀପ୍ତ ହୋଇଥିଲା ସୋମନାଥ । ଘର ଭିତରେ ରଶ୍ମୀକୁ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯଇଥିଲା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ଟ୍ରକ୍ ଡ୍ରାଇଭର ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking