34.1 C
Bhubaneswar
Friday, September 20, 2024
Homeଓଡିଶାଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଧାନସି: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଆଜି ଭୋର ୪ଟା ବେଳେ କିରଣ୍ଡର ଠାରୁ ବିଶାଖାପାଟଣା ଯାଉଥିବା ବେଳେ ଓଡ଼ିଶା-ଛତିଶଗଡ ବର୍ଡର ଧାନସି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି ।

ତେବେ ଏହି ଟ୍ରେନଟି କିରଣ୍ଡଳ ଏନଏମଡିସିରୁ ଲୁହାପଥର ଧରି ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଫଳରେ ଟ୍ରେନର ୫ଟି ବଗି ଟ୍ରେନଠୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ଦୁର୍ଘଟଣା ପରେ ରେଳ ବିଭାଗର ୨ଟି ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking