ବାଲେଶ୍ୱର: ସାଇ ଗାୟତ୍ରୀ ସ୍କାଇକ୍ରାପର ଇଣ୍ଡିଆ ଲିମିଟେଡ ସଂପତ୍ତି ଫ୍ରିଜ୍ । ୪ଟି ଆକାଉଣ୍ଟକୁ ଫ୍ରିଜ୍ ପାଇଁ ବାଲେଶ୍ୱର ଓପିଆଇଡି କୋର୍ଟଙ୍କ ନିଦ୍ଧେଶ । ସଂସ୍ଥା ଓ ସଂସ୍ଥାର ନିର୍ଦ୍ଧେଶଙ୍କ ନାଁରେ ଥିବା ଜମି ମଧ୍ୟ ଫ୍ରିଜ୍ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୫ ଏକର ୩୬ ଡିସିମିଲ୍ ଜମି ଫ୍ରିଜ୍ ।