ଭୁବନେଶ୍ୱର : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭାଙ୍ଗିଲା ୧୪ ହଜାର ରୁ ଅଧିକ ଘର । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ମୋଟ ୧୪,୨୩୫ ଘର ଭାଙ୍ଗିଛି । ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମି କ୍ଷତି ଗ୍ରସ୍ତ ହୋଇଛି । ୨୮ ହଜାର ହେକ୍ଟର ମାଛ ପୋଖରୀ , ୧୨୩୬ ଗୁହାଳ କ୍ଷତିଗ୍ରସ୍ତ । ଘର ନିର୍ମାଣ , କୃଷି ସହାୟତା ଆଦି ପାଇଁ ୧୨୮ . ୫୮ କୋଟି ମଂଜୁର ।
ଘୂର୍ଣ୍ଣିବଳୟ ସୃଷ୍ଟି, ୨୪ ଘଣ୍ଟାରେ ଲଘୁଚାପ: ୮ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା