Facebook Twitter Youtube
  • Click here - to use the wp menu builder
Search
Logo
23.1 C
Bhubaneswar
Friday, May 1, 2026
  • Terms & Conditions
  • Privacy Policy
  • Contact
  • Grievance Redressal
Facebook
Twitter
Youtube
Logo
  • ହୋମ
  • ଦେଶ ବିଦେଶ
    • କରୋନା
    • ୟୁନିୟନ ବଜେଟ୍
  • ଓଡିଶା
    • ସୁନ୍ଦରଗଡ଼
    • ଗଞ୍ଜାମ
    • ମୟୁରଭଞ୍ଜ
    • ଯାଜପୁର
    • ବାଲେଶ୍ୱର
    • ଅନୁଗୁଳ
    • ଭଦ୍ରକ
    • ପୁରୀ
    • କଟକ
    • ଭୁବନେଶ୍ୱର
    • କରୋନା ଓଡିଶା
    • ଭାଲେଣ୍ଟାଇନ ଦିବସ
  • ଅପରାଧ
  • ରାଜନୀତି
    • ଏକ୍‌ଜିଷ୍ଟ୍ ପୋଲ୍
      • ଉତ୍ତରାଖଣ୍ଡ ରାଜନୀତି
    • ଗୋଆ ରାଜନୀତି
    • ପଞ୍ଜାବ ରାଜନୀତି
    • ମଣିପୁର ରାଜନୀତି
    • ଉତ୍ତରପ୍ରଦେଶ ରାଜନୀତି
    • ପଶ୍ଚିମବଙ୍ଗ ନିର୍ବାଚନ
    • ଆସାମ ନିର୍ବାଚନ
    • କେରଳ ନିର୍ବାଚନ
    • ତାମିଲନାଡୁ ନିର୍ବାଚନ
    • ପଣ୍ଡିଚେରୀ ନିର୍ବାଚନ
    • ପୂର୍ବ ନିର୍ବାଚନ ଫଳାଫଳ
    • ପ୍ରମୁଖ ନେତା
  • ମନୋରଞ୍ଜନ
    • ବଲିଉଡ
    • ଓଲିଉଡ
    • ୟୁରୋ କପ
    • ଆଇପିଏଲ୍ -2022
    • ଟୋକିଓ ଅଲମ୍ପିକ
  • ପର୍ବ ପର୍ବାଣି
    • ସାଧାରଣତନ୍ତ୍ର ଦିବସ -2023
    • ଜନ୍ମାଷ୍ଟମୀ
    • ରାକ୍ଷୀ ପୂର୍ଣ୍ଣମୀ
    • ଗଣେଶ ପୂଜା
    • ରଥ ଯାତ୍ରା
    • ରଜ
    • ରାମ ନବମୀ
    • ଦୁର୍ଗାପୂଜା
    • ମହାବୀର ଜୟନ୍ତୀ
    • ଦୀପାବଳି/କାଳିପୂଜା
    • ଓଡ଼ିଶା ଦୁର୍ଗାପୂଜା
    • ସାର୍ବଜନୀନ ଦୁର୍ଗାପୂଜା
    • ସ୍ୱାଧୀନତା ଦିବସ
    • ମକରସଂକ୍ରାନ୍ତି
    • ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ
    • ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
    • ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ
    • ଅଦୃଶ୍ୟତା ଏବଂ ରହସ୍ୟ
    • ଆଇଏନ୍‌ଏ ଏବଂ ନେତାଜୀ
    • ବଜେଟ୍ ଆଶା ଏବଂ ମୁଖ୍ୟ ଘୋଷଣା
    • 2023- ବଜେଟ୍
    • ବଜେଟ୍ ବିଶେଷଜ୍ଞଙ୍କ ମତ
  • ଖେଳ
    • ପୁରୁଷ ହକି ବିଶ୍ୱକପ୍
    • ଅଟୋ ଏକ୍ସପୋ
    • ଅଟୋ ଏକ୍ସପୋ ଗ୍ୟାଲେରୀ
    • ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ
    • ଖେଲୋ ଇଣ୍ଡିଆ ଯୁବ ଖେଳର ସରକାରୀ ଏବଂ ଇତିହାସର ଭୂମିକା
    • ଆଇସିସି ଟି -20 ମହିଳା ବିଶ୍ୱକପ 2023
    • ମହିଳା ଟି-୨୦ ଆଇପିଏଲ୍ -2023 Auction
    • ଆଇପିଏଲ୍‌-୨୦୨୩
  • ବିଧାନସଭା ନିର୍ବାଚନ- ତ୍ରିପୁରା / ମେଘାଳୟ / ନାଗାଲାଣ୍ଡ -2023
    • ନିର୍ବାଚନ ଖବର
    • ବିଧାନସଭା ନିର୍ବାଚନ ପାଇଁ ଏକ ଗାଇଡ୍
    • କୌତୁହଳପୂର୍ଣ୍ଣ ତଥ୍ୟ ଏବଂ ପୂର୍ବ ନିର୍ବାଚନର ଇତିହାସ
    • ପ୍ରମୁଖ ନିର୍ବାଚନମଣ୍ଡଳୀ ଏବଂ ପ୍ରାର୍ଥୀ
    • ଶୀର୍ଷ ଲଢ଼େଇ ଏବଂ ସ୍ଥାନୀୟ ସମସ୍ୟାଗୁଡିକ
    • ନିର୍ବାଚନ ବିଶ୍ଳେଷଣ: ସାମାଜିକ / ରାଜନୈତିକ / ଅର୍ଥନୈତିକ / ଧାର୍ମିକ ଦିଗ
    • ତ୍ରିପୁରା ବିଧାନସଭା ନିର୍ବାଚନ
    • ମେଘାଳୟ ବିଧାନସଭା ନିର୍ବାଚନ
    • ନାଗାଲାଣ୍ଡ ବିଧାନସଭା ନିର୍ବାଚନ
    • ନିର୍ବାଚନ ତଥ୍ୟ ଏବଂ ଇତିହାସ
    • ଜାତୀୟ ବିଜ୍ଞାନ ଦିବସ
    • ଆନ୍ତର୍ଜାତୀୟ ମାତୃଭାଷା ଦିବସ
    • ମହା ଶିବରାତ୍ରୀ
    • ଦୋଳ ପୂର୍ଣ୍ଣିମା/ହୋଲି ଉତ୍ସବ-୨୦୨୩
    • ରାମ ନବମୀ-୨୦୨୩
    • ଉତ୍କଳ ଦିବସ -୨୦୨୩
    • ଗୁଡ୍ ଫ୍ରାଇଡେ-୨୦୨୩
    • ପଣା ସ୍ରଂକାନ୍ତି -୨୦୨୩
    • ହିରୋ ସୁପର କପ୍‌-୨୦୨୩
    • ଶ୍ରମିକ ଦିବସ
    • କର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩
    • SCO ବୈଦେଶିକି ମନ୍ତ୍ରୀ ସମ୍ମିଳନୀ
    • ବୁଦ୍ଧ ପୂର୍ଣ୍ଣିମା
    • ଚନ୍ଦ୍ରଗ୍ରହଣ
    • ଦେବସ୍ନାନ ପୁର୍ଣ୍ଣିମା-୨୦୨୩
    • ରଜ ସଂକ୍ରାନ୍ତି -୨୦୨୩
    • ରଥଯାତ୍ରା-୨୦୨୩
    • କାରଗିଲ ବିଜୟ ଦିବସ-୨୦୨୩
    • କମନ୍‌ୱେଲଥ୍ ଗେମ୍ -୨୦୨୩
    • ସ୍ୱାଧୀନତା ଦିବସ -୨୦୨୩
    • ସ୍ୱାଧୀନତା ଦିବସ ବୈଶିଷ୍ଟ୍ୟ
    • ରକ୍ଷା ବନ୍ଧନ-୨୦୨୩
    • ଏସିଆ କପ୍ 2023
    • ଖୁଦୁରୁକୁଣୀ ଓଷା
    • ଆଦିତ୍ୟ ଏଲ୍‌-୧ ରକେଟ୍ ଲଞ୍ଚ-୨୦୨୩
    • ଜନ୍ମାଷ୍ଟମୀ-୨୦୨୩
    • ଗଣେଶ ପୂଜା -୨୦୨୩
    • କ୍ରିକେଟ୍ ବିଶ୍ୱକପ୍‌-୨୦୨୩
    • ଇଣ୍ଡିଆନ୍ ସୁପରଲିଗ୍ -୨୦୨୩
    • ଏସିଆନ୍ ଗେମ୍‌-୨୦୨୩
  • ଦୂର୍ଗାପୂଜା-୨୦୨୩
    • ମହାଳୟ ଏବଂ ଦୂର୍ଗାପୂଜା
    • ଓଡିଶାର ପ୍ରସିଦ୍ଧ ଦୁର୍ଗା ପୂଜା
    • ଜାତୀୟ ଖେଳ 2023
    • ଜାତୀୟ ଖେଳ 2023
    • ଦୀପାବଳୀ/କାଳୀପୂଜା-୨୦୨୩
    • ମୁହୁରତ ଟ୍ରେଡେଙ୍ଗ୍‌-୨୦୨୩
    • ଭୁତ୍ ଚତୁଦର୍ଶୀ
    • ଦୀପାଳିରେ ଭଳିକି ଭଳି ଖାଦ୍ୟ
    • ରାଜସ୍ଥାନ ବିଧାନସଭା ନିର୍ବାଚନ -2023
    • ଛତିଶଗଡ ବିଧାନସଭା ନିର୍ବାଚନ-2023
    • ତେଲେଙ୍ଗାନା ବିଧାନସଭା ନିର୍ବାଚନ-2023
    • ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ-2023
    • ମିଜୋରାମ ବିଧାନସଭା ନିର୍ବାଚନ-2023
    • ପ୍ରୋ-କବାଡି ଲିଗ୍ 2023-24
    • ସୀତା ବିବାହ
    • ଲୁକ୍ ବ୍ୟାକ୍‌-୨୦୨୩
    • ଖ୍ରୀଷ୍ଟମାସ୍‌-୨୦୨୩
    • ଆଇପିଏଲ୍ ନିଲାମ-୨୦୨୪
  • ନୂଆବର୍ଷ-୨୦୨୪
    • AFC ଏସିଆନ୍ କପ୍ 2023
    • କଳିଙ୍ଗ ସୁପର କପ୍‌-୨୦୨୪
    • ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪
    • ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ-୨୦୨୪
    • ଗଣତନ୍ତ୍ର ଦିବସ- 2024
    • ବଜେଟ୍-2024
    • 2024 ବଜେଟ୍ ଆଶା
    • ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ
    • ଭାଲେଣ୍ଟାଇନ୍ ଡେ -2024
    • ସରସ୍ୱତୀ ପୂଜା -2024
    • ଆନ୍ତର୍ଜାତୀୟ ମାତୃଭାଷା ଦିବସ-2024
    • ଜାତୀୟ ବିଜ୍ଞାନ ଦିବସ-2024
    • ଆନ୍ତର୍ଜାତୀୟ ମହିଳା ଦିବସ 2024
    • ଆଇପିଏଲ୍‌-୨୦୨୪
    • ହୋଲି/ ଦୋଳ ପୂର୍ଣ୍ଣିମା
    • ଲୋକସଭା ନିର୍ବାଚନ-2024
    • ଓଡିଶା ବିଧାନସଭା ନିର୍ବାଚନ- 2024
    • ରାମ ନବମୀ-2024
    • ପଣା ସ୍ରଂକାନ୍ତି – ୨୦୨୪
    • ଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪
    • ୟୁରୋ କପ୍‌-୨୦୨୪
    • ରଜ ସଙ୍କ୍ରାନ୍ତୀ 2024
    • ଆନ୍ତର୍ଜାତୀୟ ଯୋଗ ଦିବସ- 2024
    • ରଥଯାତ୍ର-୨୦୨୪
    • ପ୍ୟାରିସ୍ ଅଲିମ୍ପିକ୍ 2024
    • ସ୍ୱାଧୀନତା ଦିବସ- ୨୦୨୪
    • ପାରାଲିମ୍ପିକ୍ସ – 2024
    • ଇଣ୍ଡିଆନ୍ ସୁପର ଲିଗ୍‌-୨୦୨୪
    • ଆଇଏସ୍‌ଏଲ୍ ଇତିହାସ
  • ଦୁର୍ଗା ପୂଜା – 2024
    • ହରିୟାଣା ରାଜ୍ୟସଭା ନିର୍ବାଚନ
    • ଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ
    • ମହିଳା ଆଇସିସି ଟି-୨୦ ବିଶ୍ୱକପ୍‌
    • ପ୍ରୋ କବାଡି ଲିଗ୍ – 2024
    • ଦୀପାବଳି / କାଳୀପୂଜା – ୨୦୨୪
    • ଆଇପିଏଲ୍ ଅକସନ୍‌-୨୦୨୫
    • ଲୁକ୍ ବ୍ୟାକ୍ ରାଜନୀତି-୨୦୨୪
    • ଲୁକ୍ ବ୍ୟାକ୍ ଖେଳ-୨୦୨୪
    • ଲୁକ୍ ବ୍ୟାକ୍ ମନୋରଞ୍ଜନ-୨୦୨୪
    • ଲୁକ୍ ବ୍ୟାକ୍ ନୂଆବର୍ଷ ଟ୍ରେଣ୍ଡ-୨୦୨୪
    • ଖ୍ରୀଷ୍ଟମାସ-୨୦୨୪
    • ନୂଆ ବର୍ଷ-୨୦୨୫
    • ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ -2025
    • ମହାକୁମ୍ଭ-୨୦୨୫
    • ସାଧାରଣତନ୍ତ୍ର ଦିବସ – 2025
    • କେନ୍ଦ୍ର ବଜେଟ୍ – 2025
    • ଦିଲ୍ଲୀ ନିର୍ବାଚନ 2025-26
    • ଚାମ୍ପିଅନ୍ସ ଟ୍ରଫି – 2025
    • ମହା ଶିବରାତ୍ରି – 2025
    • ଦୋଳ ପୂର୍ଣ୍ଣିମା/ହୋଲି ୨୦୨୫
    • ଆଇପିଏଲ – 2025
    • ଓଡ଼ିଶା ଦିବସ-2025
    • ରାମ ନବମୀ – 2025
    • ସ୍ୱାଧୀନତା ଦିବସ-2025
    • ଗଣେଶ ଚତୁର୍ଥୀ-୨୦୨୫
    • ଦୁର୍ଗାପୂଜା -2025
    • ଦୁର୍ଗାପୂଜା ଉତ୍ସବ ଏବଂ ଓଡ଼ିଶାର ପ୍ରସିଦ୍ଧ -2025
    • ଲୁକ୍‌ବ୍ୟାକ୍‌-୨୦୨୫
  • ଖ୍ରୀଷ୍ଟମାସ୍‌-୨୦୨୫
Homeଓଡିଶାମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା
ଓଡିଶା

ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା

Ona Khabara
By Ona Khabara
03/10/2025
Share
Facebook
Twitter
Pinterest
WhatsApp
Linkedin
ReddIt
Telegram

    ଭୁବନେଶ୍ୱର: ମୂର୍ତ୍ତି ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି । କୁଆଖାଇ ନଦୀରେ ୨ଟି ଅସ୍ଥାୟୀ ପୋଖରୀ ହୋଇଛି । ଦୟାନଦୀରେ ଗୋଟିଏ , ବାସୁଆଘାଇରେ ଗୋଟିଏ ଅସ୍ଥାୟୀ ପୋଖରୀ ହୋଇଛି । ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆଜି ମେଲାଣ ନେଉଛନ୍ତି ମା ।ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିସନରେଟ ପୁଲିସ । ଭସାଣି ରୁଟରେ ନଜର ରଖିବା ପାଇଁ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିଛି ପୁଲିସ । ଭସାଣି ପାଇଁ ସହରରେ ମୋଟ ୧୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    Share
    Facebook
    Twitter
    Pinterest
    WhatsApp
    Linkedin
    ReddIt
    Telegram
      Previous article
      କଟକରେ ମା’ଙ୍କୁ ମେଲାଣି ପାଇଁ ସାହି ପରିକ୍ରମା ଆରମ୍ଭ
      Next article
      ‘ପରୀକ୍ଷାରେ ତ୍ରୁଟି ପୁରୁଣା ରୋଗ’: ମନମୋହନ  
      Ona Khabara
      Ona Khabara
      5,005FansLike
      2,475FollowersFollow
      12,700SubscribersSubscribe

      HOT NEWS

      ଦେଶ ବିଦେଶ

      ୟୁକ୍ରେନ ଉପରେ ୬୧୯ ଡ୍ରୋନ୍-୪୭ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

      ଦେଶ ବିଦେଶ

      ତେହେରାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ

      ଦେଶ ବିଦେଶ

      ଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା

      ଓଡିଶା

      ‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ତିଆରି ହେବ:ମନ୍ତ୍ରୀ

      ପପୁଲାର

      ଅଲଗା ହେଲେ ଚହଲ – ଧନଶ୍ରୀ

      20/03/2025

      ଜାଣନ୍ତୁ ପୃଥିବୀରେ ‘ଲୁହା’ କେଉଁଠାରୁ ଆସିଲା

      21/03/2025

      ସତ କହୁଥିଲେ ସାଂଘାତିକ

      21/07/2024

      ସଫଳ ହେଲେ ମୋହନ

      22/07/2024

      ଲାଟେଷ୍ଟ

      ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

      01/05/2026

      ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

      30/04/2026

      ସୋଆ ଆଇନ୍ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ ଆୟୋଜିତ

      30/04/2026

      ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

      30/04/2026

      କ୍ୟାଟେଗୋରୀ

      • ଓଡିଶା29390
      • ଦେଶ ବିଦେଶ16355
      • ଅପରାଧ1400
      • ମନୋରଞ୍ଜନ1302
      • ରାଜନୀତି1237
      • ରାଶିଫଳ1127
      • ବିଜିନେସ୍826

      ଆରକାଇଭ

      • May 2026
      • April 2026
      • March 2026
      • February 2026
      • January 2026
      • December 2025
      • November 2025
      • October 2025
      • September 2025
      • August 2025
      • July 2025
      • June 2025
      Logo

      ABOUT US

      Onakhabar.com is the official website of Odisha News Agency. For news related queries please email us.

      Contact us: onakhabara@gmail.com

      ଫୋଲୋ କରନ୍ତୁ

      Facebook
      Twitter
      Youtube

      © 2025 onakhabar.com. All rights reserved.

      • Terms & Conditions
      • Privacy Policy
      • Contact
      • Grievance Redressal
      MORE STORIES

      ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

      01/05/2026

      ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

      30/04/2026
      Breaking
      • ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....
      • ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି
      • ସୋଆ ଆଇନ୍ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ ଆୟୋଜିତ
      • ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
      • ବିଜେବି କଲେଜରେ ରକ୍ତର ହୋଲି: ବିଜେଡି
      • ବଡ଼ ଖବର: ମେ' ୨ରେ ବାହାରିବ ମାଟ୍ରିକ ରେଜଲ୍ଟ
      • ନବୀନଙ୍କ ସମୟରେ ପଞ୍ଚାୟତରେ ଉଲ୍ଲେଖନୀୟ
ବିକାଶ ହୋଇଥିଲା: ବିଜେଡି
      • ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ
      • ବହୁତ୍ ହେଲା, ଜମ୍ମୁ କାଶ୍ମୀରରେ ହିଂସା ବନ୍ଦ କର
      • ଯୁବତୀଙ୍କୁ ଧୋକାଦେଇ ବନ୍ଧା ହେଲେ ସିଆର୍‌ପିଏଫ୍ ଯବାନ