29.1 C
Bhubaneswar
Sunday, April 26, 2026
Homeଓଡିଶାଆହୁରି ୪ଦିନ ପ୍ରବଳ ଶୀତ

ଆହୁରି ୪ଦିନ ପ୍ରବଳ ଶୀତ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ଯାଏଁ ଶୀତରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପ୍ରବଳ ଶୀତଳ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ହାଡ଼ଭଙ୍ଗା ଶୀତଳ ଲହରୀ ଅନୁଭୂତ ହେଉଛି। ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକ ଘନ କୁହୁଡ଼ିରେ ଆଚ୍ଛାଦିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ସେଥି ପାଇଁ ଏହି ପାଞ୍ଚଟି ଜିଲ୍ଲା ପାଇଁ ଘନ କୁହୁଡ଼ି ପାଇଁ ଆଇଏମଡି ଏକ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ଏହା ବ୍ୟତୀତ, ଘନ କୁହୁଡ଼ି ଓଡ଼ିଶାର ଉପକୂଳ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିବ ବୋଲି ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking