26.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶରକ୍ତ ନେବାପରେ ୪ ଶିଶୁ ଏଚ୍‌ଆଇଭି ସଂକ୍ରମିତ: ଜଣେ ମୃତ, ଅନ୍ୟ ୩ ଅସୁସ୍ଥ

ରକ୍ତ ନେବାପରେ ୪ ଶିଶୁ ଏଚ୍‌ଆଇଭି ସଂକ୍ରମିତ: ଜଣେ ମୃତ, ଅନ୍ୟ ୩ ଅସୁସ୍ଥ

ନାଗପୁର: ମହାରାଷ୍ଟ୍ରର ନାଗପୁର ସହରରେ ଗୋଟିଏ ହସ୍ପିଟାଲରେ ରକ୍ତ ନେବାପରେ ୪ ଜଣ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଗୁରୁବାର ଜଣେ ଶିଶୁ ପ୍ରାଣ ହରାଇଥିବାବେଳେ ଅନ୍ୟ ତିନିଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଥାଲାସେମିୟା ରୋଗରେ ଆକ୍ରାନ୍ତ ଏହି ଶିଶୁମାନେ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କୁ ରକ୍ତ ଦିଆଯାଉଥିଲା । ଅପରପକ୍ଷରେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲଡ୍‌ବ୍ୟାଙ୍କ୍‌ରେ ନାଟ୍ ପରୀକ୍ଷାର ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଛି ବୋଲିି ଡାକ୍ତରଖାନାରେ ଥାଲାସେମିୟା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking