ଭଦ୍ରକ: ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତି ବେହେରା ଗିରଫ । ୧୪୫%ରୁ ଅଧିକ ଆୟ ବହିର୍ଭୁ୍ତ ସଂପତ୍ତି ଠାବ ପରେ ଗିରଫ । କାଲି ଜୟନ୍ତି ବେହେରାଙ୍କ ଅମାପ ସଂପତ୍ତ ଠାବ କରିଥିଲା ଭିଜିଲାନ୍ତ୍ର । ୩ଟି ବଡ କୋଠା,୨ଟି ପ୍ଲାଟ,୮ଟି ପ୍ଲଟ,ଗାଡି ଗହଣା ଠାବ ହୋଇଥିଲା । ୧ କୋଟି ୬୧ ଲକ୍ଷର ଜମା,ଗୋଟିଏ କାର ମଧ୍ୟ ଠାବ ହୋଇଥିଲା ।